ଅର୍ଥ : ତିନିଦିଗରୁ ସ୍ଥଳ ଭାଗ ଘେରିଥିବା ସମୁଦ୍ରର ଏକ କ୍ଷୁଦ୍ର ଅଂଶ
ଉଦାହରଣ :
ଏହି ଜାହାଜ ବଙ୍ଗୋପସାଗରର କୂଳ ଦେଇ ଯିବ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବହୁତ ବଡ଼ ଜଳରାଶିର ଶାଖା (ବିଶେଷକରି ପାହାଡ଼ିଆ ଅନ୍ତରୀପର ମଧ୍ୟରେ)
ଉଦାହରଣ :
ଆମ ଜଳଯାନ ଏକ ଉପସାଗର ଦେଇ ଅତିକ୍ରମ କଲା
ଅନ୍ୟ ଭାଷାରେ ଅନୁବାଦ :
बहुत बड़ी जलराशि की शाखा (विशेषकर चट्टानी अंतरीप के मध्य)।
हमारा जलयान एक उपखाड़ी से होकर गुजरा।