ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଠାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଠାଣ   ବିଶେଷ୍ୟ

ଅର୍ଥ : ଉଠାଇବା ପ୍ରକ୍ରିୟା

ଉଦାହରଣ : ବିଲରୁ ଧାନ ଉଠାଣପାଇଁ ପାଞ୍ଚ ଜଣ ଲୋକ ଦରକାର

ସମକକ୍ଷ : ଉଠେଇବା


ଅନ୍ୟ ଭାଷାରେ ଅନୁବାଦ :

उठने या उठाने की क्रिया या भाव।

खलिहान के धान की उठौनी के लिए पाँच आदमियों की ज़रूरत है।
उठवाई, उठावनी, उठौनी

The act or process of picking up or collecting from various places.

Garbage pickup is on Mondays and Thursdays.
pickup

ଅର୍ଥ : ଉଠିବା କାର୍ଯ୍ୟ ବା ଭାବ

ଉଦାହରଣ : ଆକବରଙ୍କ ସମୟରେ ମୋଗଲ ବଂଶର ଉତ୍ଥାନ ଶେଷସୀମାରେ ଥିଲା

ସମକକ୍ଷ : ଉଠିବା, ଉତ୍ଥାନ, ଉନ୍ନତି


ଅନ୍ୟ ଭାଷାରେ ଅନୁବାଦ :

उठने का कार्य या भाव। ऊपर की ओर उठना। ऊँचा होना।

औपनिवेशिक काल के कारण ही अँग्रेजी भाषा का उत्थान हुआ।
उठक, उठान, उठाव, उत्थान

A movement upward.

They cheered the rise of the hot-air balloon.
ascension, ascent, rise, rising

ଅର୍ଥ : ନମ୍ବର ବା କାର୍ଡ ବା ଟିକେଟ୍ ଉଠାଇ ବିଜୟୀ ଘୋଷଣା କରିବାର କ୍ରିୟା

ଉଦାହରଣ : ଫର୍ମ୍ ପୂର୍ଣ୍ଣ କରିବା ପରେ ଉଠାଣ ତାରିଖ ନିଶ୍ଚିତ କରାଯିବ

ସମକକ୍ଷ : ଡ୍ର


ଅନ୍ୟ ଭାଷାରେ ଅନୁବାଦ :

नम्बर या कार्ड या टिकट उठा कर विजयी घोषित करने की क्रिया।

फार्म भरने के बाद ड्रॉ की तारीख़ सुनिश्चित की जाएगी।
ड्रा, ड्रॉ