ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁଥିରେ ସଂଯମ ନ ଥାଏ
ଉଦାହରଣ : ଅସଂଯତ ଖାଦ୍ୟପେୟ କାରଣରୁ ବହୁତ ରୋଗ ହୁଏ
ସମକକ୍ଷ : ଅଣାୟତ୍ତ, ଅସଂଯତ, ସଂଯମହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसमें संयम न हो।
Not subject to restraint.
ଅର୍ଥ : ଯିଏ ଅନ୍ୟମାନଙ୍କ ସହିତ ଧୃଷ୍ଟାପୂର୍ବକ ବା ଧୃଷ୍ଟତା ସହିତ ବ୍ୟବହାର କରେ
ଉଦାହରଣ : ମୋହନ ବହୁତ ଧୃଷ୍ଟ
ସମକକ୍ଷ : ଅଖାଡ଼ୁଆ, ଅବିନୀତ, ଅଶାଳୀନ, ଉଦ୍ଧତ, ଧୃଷ୍ଟ
जो दूसरों के साथ धृष्टतापूर्वक व्यवहार करता हो या धृष्टता से पेश आता हो।
Tenaciously unwilling or marked by tenacious unwillingness to yield.
ସଂସ୍ଥାପନ କରନ୍ତୁ