ଅର୍ଥ : ଏକ ପ୍ରକାର ଘାସରୁ ପ୍ରାପ୍ତ ଗଣ୍ଠିଭଳି ଏକ ଫୁଲ
ଉଦାହରଣ :
ଉଗ୍ରଗନ୍ଧା ଫୁଲ ଶୁଙ୍ଘିଲେ ଛିଙ୍କ ଆସେ
ସମକକ୍ଷ : ଉଗ୍ରଗନ୍ଧା ଫୁଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିଶେଷକରି ସନ୍ତସନ୍ତିଆ ଭୂମି ଅବା ନଦୀନାଳର ପଠାରେ ମିଳୁଥିବା ଏକ ଔଷଧୀୟ ବୃକ୍ଷ
ଉଦାହରଣ :
ଘୋଡାବଚର ଚେରକୁ କାଶ, ମୂତ୍ରରୋଗ,ମାନସିକ ରୋଗ ଆଦିରେ ବ୍ୟବହାର କରାଯାଏ
ସମକକ୍ଷ : ଘୋଡାବଚ, ବଚ, ଶତପର୍ଣ୍ଣିକା
ଅନ୍ୟ ଭାଷାରେ ଅନୁବାଦ :
Perennial marsh plant having swordlike leaves and aromatic roots.
acorus calamus, calamus, flagroot, myrtle flag, sweet calamus, sweet flag