ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଖାଲିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଖାଲିଆ   ବିଶେଷ୍ୟ

ଅର୍ଥ : ବ୍ରତ ଆରମ୍ଭ କରିବା ପୂର୍ବ ରାତିର ଶେଷ ପହରରେ କରାଯାଉଥିବା ଅଳ୍ପ ଭୋଜନ

ଉଦାହରଣ : ମୁଁ ଉଠିଲା ବେଳକୁ ମା ଉଖାଲିଆ କରୁଥିଲେ


ଅନ୍ୟ ଭାଷାରେ ଅନୁବାଦ :

व्रत आरम्भ करने से पहले किया जानेवाला भोजन जो रात के अन्तिम पहर में किया जाता।

जब मैं उठी तो माँजी उखालिया कर रही थीं।
उखालिया, सरगही

A light informal meal.

bite, collation, snack