ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇସବଗୁଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇସବଗୁଲ   ବିଶେଷ୍ୟ

ଅର୍ଥ : ଔଷଧରୂପେ ବ୍ୟବହୃତ ହେଉଥିବା ଏକ ବିଶେଷ ପ୍ରକାର ଗଛରୁ ପ୍ରାପ୍ତ ଗୋଲାକାର ଫଳ

ଉଦାହରଣ : ଇସବଗୁଲ ଅନେକ ଶାରୀରିକ ରୋଗ ଦୂର କରେ


ଅନ୍ୟ ଭାଷାରେ ଅନୁବାଦ :

एक विशेष प्रकार के पौधे से प्राप्त गोल बीज जो दवा के रूप में प्रयुक्त होता है।

इसबगोल कई शारीरिक रोगों को दूर करता है।
इसबगोल, ईसबगोल, ईसरगोल, शफगोल, शफ़गोल

ଅର୍ଥ : ଯେଉଁ ଗଛର ମଞ୍ଜି ଗୋଲାକାର ଓ ତାହା ଔଷଧରୂପେ ବ୍ୟବହୃତ ହୁଏ

ଉଦାହରଣ : ଏହି ବଗିଚାରେ ତୁଳସୀ,ଇସବଗୁଲ ଆଦି ଗଛଗୁଡ଼ିକ ରହିଛି


ଅନ୍ୟ ଭାଷାରେ ଅନୁବାଦ :

एक पौधा जिसके बीज गोल होते हैं और दवा के रूप में प्रयुक्त होते हैं।

इस पौधाशाला में तुलसी, इसबगोल आदि के पौधे हैं।
इसबगोल, ईसबगोल, ईसरगोल, शफगोल, शफ़गोल