ଅର୍ଥ : ଯେ ଆନନ୍ଦ ଦିଏ ବା ଯାହାଠାରୁ ଆନନ୍ଦ ବା ପ୍ରସନ୍ନତା ମିଳେ ବା ଯେ ପ୍ରସନ୍ନତାର ସ୍ରୋତ ହୋଇଥାଏ
ଉଦାହରଣ :
ଆପଣଙ୍କ ସଙ୍ଗତି ହିଁ ମୋ ପ୍ରସନ୍ନତାର କାରଣ
ସମକକ୍ଷ : ଆନନ୍ଦ, ଆନନ୍ଦଦାୟକତା, ଖୁସି, ପ୍ରସନ୍ନତା, ସୁଖପ୍ରଦତା, ହର୍ଷ
ଅନ୍ୟ ଭାଷାରେ ଅନୁବାଦ :
* वह जो आनन्द दे या जिससे आनन्द या प्रसन्नता मिले या जो प्रसन्नता का स्रोत हो।
आपका साथ ही मेरे लिए सुखदायक है।