ଅର୍ଥ : ଗଳାର ଉପର ଅଙ୍ଗର ମନ୍ୟ ଭାଗ
ଉଦାହରଣ :
ରାମର ମୁହଁ ଖୁସିରେ ଝଲକୁଥିଲା ଏ ପିଲାମାନଙ୍କ ମୁହଁ ସମାନ ଦିଶୁଛି ଆପଣ ଟିକେ ମୁହଁରୁ ଓଢ଼ଣା ଉଠାନ୍ତୁ
ସମକକ୍ଷ : ଚେହେରା, ବଦନ, ମୁଖ ମଣ୍ଡଳ, ମୁହଁ
ଅନ୍ୟ ଭାଷାରେ ଅନୁବାଦ :
The front of the human head from the forehead to the chin and ear to ear.
He washed his face.ଅର୍ଥ : ଯେଉଁ ଅଙ୍ଗଦ୍ୱାରା ପ୍ରାଣୀ କଥାବାର୍ତ୍ତା କରେ ଓ ଭୋଜନ କରେ
ଉଦାହରଣ :
ସେ ଏତେ ଡରିଯାଇଥିଲେ ଯେ ତାଙ୍କ ମୁହଁରୁ କୌଣସି ଶବ୍ଦ ବାହାରୁ ନଥିଲା
ଅନ୍ୟ ଭାଷାରେ ଅନୁବାଦ :
The opening through which food is taken in and vocalizations emerge.
He stuffed his mouth with candy.