ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଟୋପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଟୋପ   ବିଶେଷ୍ୟ

ଅର୍ଥ : ଅତ୍ୟଧିକ ଫୁଲିବା ବା ବ୍ୟାପିବାର କ୍ରିୟା

ଉଦାହରଣ : ଶାରିରୀକ ଆଟୋପପାଇଁ ବେଳେବେଳେ ହରମନଗୁଡିକ ଦାୟୀ ବୋଲି ଗ୍ରହଣ କରାଯାଇଛି


ଅନ୍ୟ ଭାଷାରେ ଅନୁବାଦ :

बहुत अधिक फूलने या फैलने की क्रिया।

शारीरिक आटोप के लिए कभी-कभी हार्मोनों को भी जिम्मेदार पाया गया है।
आटोप

ଅର୍ଥ : ପେଟରେ ହେଉଥିବା ଗୁଡୁଗୁଡୁ ଶବ୍ଦ

ଉଦାହରଣ : ବାୟୁ କାରଣରୁ ହିଁ ଆଟୋପ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

पेट में होने वाली गुड़गुड़ाहट।

गैस के कारण ही आटोप होता है।
आटोप

ଅର୍ଥ : ଅନ୍ୟମାନଙ୍କୁ ନିଜ ବଳ ଏବଂ ବୈଭବ ଅତ୍ୟନ୍ତ ବଢାଇକରି ଦେଖାଇବାପାଇଁ ଯେଉଁ ଆଡମ୍ବର ବା ସମାରୋହ କରାଯାଏ

ଉଦାହରଣ : ଆଜିକାଲି ପ୍ରତ୍ୟେକ ସ୍ଥାନରେ ଆଟୋପର ହିଁ ପ୍ରତିପତ୍ତି ଅଧିକ

ସମକକ୍ଷ : ଦେଖେଇହବା, ବାହ୍ୟ ଆଡମ୍ବର, ଲୋକଦେଖାଣିଆ ଦୃଶ୍ୟ


ଅନ୍ୟ ଭାଷାରେ ଅନୁବାଦ :

ऐसा आडंबर या तड़क भड़क जो दूसरों को अपना बल और वैभव बहुत बढ़ाकर दिखलाने के लिए किया जाए।

आजकल हर जगह आटोप का ही बोलबाला है।
आटोप