ଅର୍ଥ : ଶର ଜାତୀୟ ଏକ ଘାସ ଯାହାର କାଣ୍ଡରେ ମିଠା ରସ ଥାଏ ଏବଂ ଯେଉଁଥିରୁ ଗୁଡ଼ ଓ ଚିନି ତିଆରି କରାଯାଏ
ଉଦାହରଣ :
କୃଷକ ବିଲରେ ଆଖୁରୁ ଚୋପା ଚାଞ୍ଛୁଛି
ସମକକ୍ଷ : ଇକ୍ଷୁ
ଅନ୍ୟ ଭାଷାରେ ଅନୁବାଦ :
Tall tropical southeast Asian grass having stout fibrous jointed stalks. Sap is a chief source of sugar.
saccharum officinarum, sugar cane, sugarcane