ଅର୍ଥ : ସ୍ତେୟ ବା ଚୋରୀ ନକରିବାର କ୍ରିୟା
ଉଦାହରଣ :
ଚୋରର ଅସ୍ତେୟ କାମନା କଦାପି ପୂରଣ ହେଲାନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯୋଗର ଆଠଅଙ୍ଗରୁ ନିୟମ ନାମକ ତୃତୀୟ ଅଙ୍ଗର ଅନ୍ତର୍ଗତ ଚୋରି ନକରିବାର ଗୋଟିଏ ବ୍ରତ
ଉଦାହରଣ :
ସେ ଜୀବନସାରା ଅସ୍ତେୟ ପାଳନ କଲା
ଅନ୍ୟ ଭାଷାରେ ଅନୁବାଦ :
योग के आठ अंगों में नियम नामक तीसरे अंग के अंतर्गत चोरी न करने का एक व्रत।
उन्होंने अस्तेय का पालन जीवन भर किया।