ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସାକ୍ଷୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସାକ୍ଷୀ   ବିଶେଷ୍ୟ

ଅର୍ଥ : ସାକ୍ଷୀ ବା ପ୍ରତ୍ୟକ୍ଷଦର୍ଶୀ ନହେବା ବ୍ୟକ୍ତି

ଉଦାହରଣ : ଅସାକ୍ଷୀଙ୍କ କହିବାକୁନେଇ ସଜା ଦେବା କେଉଁଠିକାର ନ୍ୟାୟ!


ଅନ୍ୟ ଭାଷାରେ ଅନୁବାଦ :

वह जो साक्षी या प्रत्यक्षदर्शी न हो।

असाक्षी के कथन पर सज़ा देना कहाँ का न्याय है!।
असाक्षी

ଅର୍ଥ : ଧର୍ମଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଜଣକର ବୟାନ ଦେବା ବା ସାକ୍ଷୀ ହେବାର ଅଧିକାର ନଥାଏ

ଉଦାହରଣ : ଅସାକ୍ଷୀରେ ଚୋର,ପାଗଳ,ମଦୁଆ ଆଦି ଅସାକ୍ଷୀରେ ଆସନ୍ତି


ଅନ୍ୟ ଭାଷାରେ ଅନୁବାଦ :

धर्मशास्त्र के अनुसार वह व्यक्ति जिसे गवाही देने या साक्षी होने का अधिकार न हो।

असाक्षी में चोर, पागल, शराबी आदि आते हैं।
असाक्षी