ଅର୍ଥ : ଯେଉଁ ଭୂମି ସମତଳ ନୁହେଁ
ଉଦାହରଣ :
ଅସମତଳ ଭୂମିକୁ ଚାଷ କରିବା କଷ୍ଟକର
ସମକକ୍ଷ : ଆବୁଡ଼ା ଖାବୁଡ଼ା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ଉପର ତଳ ସ୍ଥାନେସ୍ଥାନେ ଉଚ୍ଚାନୀଚା
ଉଦାହରଣ :
ବଢ଼େଇ ଅସମତଳ ପଟାକୁ ରନ୍ଦା ମାରି ଚିକ୍କଣ କରୁଛି
ସମକକ୍ଷ : ଅଙ୍କାବଙ୍କା, ଖାଲଢ଼ିପ
ଅନ୍ୟ ଭାଷାରେ ଅନୁବାଦ :