ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଷ୍ଟଭୁଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଷ୍ଟଭୁଜ   ବିଶେଷ୍ୟ

ଅର୍ଥ : ଆଠକୋଣ ବା ଆଠବାହୁ ଯୁକ୍ତ କୌଣସି ଆକୃତି

ଉଦାହରଣ : ଏହି ଅଷ୍ଟଭୁଜର ସମସ୍ତ ବାହୁର ଦୈର୍ଘ୍ୟ ଓ କୋଣର ମାପ ବତାଅ


ଅନ୍ୟ ଭାଷାରେ ଅନୁବାଦ :

आठ कोणों वाली या आठ भुजाओं वाली कोई वस्तु या आकृति।

इस अष्टकोण के सभी भुजाओं की लंबाई तथा सभी कोणों का माप बताओ।
अठकोना, अष्टकोण, अष्टकोना, अष्टभुज, अष्टाश्रि

An eight-sided polygon.

octagon

ଅଷ୍ଟଭୁଜ   ବିଶେଷଣ

ଅର୍ଥ : ଆଠଭୁଜ ବିଶିଷ୍ଟ

ଉଦାହରଣ : ଭଗବାନଙ୍କର ଏହି ଅଷ୍ଟଭୁଜ ଚିତ୍ରଟି ଅତ୍ୟନ୍ତ ସୁନ୍ଦର


ଅନ୍ୟ ଭାଷାରେ ଅନୁବାଦ :

आठ भुजाओं वाला।

भगवान का यह अष्टभुज चित्र कितना सुंदर है।
अष्टभुज

Of or relating to or shaped like an octagon.

octagonal, octangular