ଅର୍ଥ : ଅବହେଳା କିମ୍ବା ଭୁଲ୍ ବିଚାର କାରଣରୁ ହେଉଥିବା କାମ
ଉଦାହରଣ :
ତୁମକୁ ଏହି ଭୁଲ୍ର ଦଣ୍ଡ ନିଶ୍ଚୟ ମିଳିବ ରମା ପିତାଙ୍କଠାରେ ନିଜ ଭୁଲ୍ପାଇଁ କ୍ଷମା ମାଗିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଳିନ ହେବାର ଅବସ୍ଥା ବା ଭାବ
ଉଦାହରଣ :
ତା ମନର ମଳିନତାକୁ ସଫା କରାଯାଇ ପାରିବନାହିଁ
ସମକକ୍ଷ : ଅପବିତ୍ରତା, ଅଶୁଦ୍ଧତା, ଅସ୍ୱଚ୍ଛତା, କଳୁଷ, ମଳିନତା, ମଳିନତ୍ୱ
ଅନ୍ୟ ଭାଷାରେ ଅନୁବାଦ :
मलिन होने की अवस्था या भाव।
उसके मन की मलिनता को साफ़ नहीं किया जा सकता।