ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ଠିକ୍ ନୁହେଁ
ଉଦାହରଣ : ଅଶୁଦ୍ଧ ବାକ୍ୟକୁ ଶୁଦ୍ଧ କରି ଲେଖ
ସମକକ୍ଷ : ଭୁଲ୍
ଅନ୍ୟ ଭାଷାରେ ଅନୁବାଦ :हिन्दी
जो सही न हो।
ଅର୍ଥ : ଯାହାର ଶୋଧନ କରାଯାଇନାହିଁ
ଉଦାହରଣ : ଅଶୋଧିତ ଜଳ ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହୋଇଥାଏ
ସମକକ୍ଷ : ଅପରିଶୋଧିତ, ଅଶୋଧିତ, ଅସଂଶୋଧିତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसका शोधन न किया गया हो।
Not refined or processed.
ଅର୍ଥ : ଯିଏ ଧର୍ମ ଅନୁସାରେ ପବିତ୍ର ନୁହେଁ
ଉଦାହରଣ : ହିନ୍ଦୁଧର୍ମର ବ୍ୟବସ୍ଥା ଅନୁସାରେ କୌଣସି ବି ଅପବିତ୍ର ସ୍ଥାନରେ ଗଙ୍ଗାଜଳ ଛିଞ୍ଚିଲେ ତାହା ପବିତ୍ର ହୋଇଯାଏ
ସମକକ୍ଷ : ଅପବିତ୍ର, ଅଶୌଚ, ଅସୂଚି, ଦୂଷିତ
जो धर्मानुसार पवित्र न हो।
Not holy because unconsecrated or impure or defiled.
ଅର୍ଥ : ଧର୍ମାନୁସାରେ ଅପବିତ୍ର ହେବାର ଅବସ୍ଥା ବା ଭାବ
ଉଦାହରଣ : ସେ ଶାରୀରିକ ଅଶୁଚି ଦୂର କରିବାପାଇଁ କିଛି ଧାର୍ମିକ କର୍ମ କରୁଛନ୍ତି
ସମକକ୍ଷ : ଅପବିତ୍ର, ଅଶୁଚି, ଅଶୌଚ
ଅର୍ଥ : ଯାହା ମିଶାମିଶି ବା ପରିଶୁଦ୍ଧ ନୁହେଁ ବା ଯେଉଁଥିରେ ଦୋଷ ଅଛି
ଉଦାହରଣ : ଏହା ଅପମିଶ୍ରିତ ଘିଅ
ସମକକ୍ଷ : ଅପମିଶ୍ରିତ, ଅବିଶୁଦ୍ଧ
जिसमें मिलावट हो या जो परिशुद्ध न हो या जिसमें खोट हो।
ସଂସ୍ଥାପନ କରନ୍ତୁ