ଅର୍ଥ : ଯାହାର ଶରୀର ନାହିଁ
ଉଦାହରଣ :
ଭୂତ-ପ୍ରେତଙ୍କୁ ଅଶରୀରୀ ବୋଲି ବିଚାର କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
Not having a material body.
Bodiless ghosts.ଅର୍ଥ : ଯାହା ଶାରୀରିକ ନୁହେଁ
ଉଦାହରଣ :
କବୀରଙ୍କ ଈଶ୍ୱର ଅଶରୀରୀ
ସମକକ୍ଷ : ଅଦୃଶ୍ୟାତ୍ମା, ଆତ୍ମାରୂପୀ
ଅନ୍ୟ ଭାଷାରେ ଅନୁବାଦ :
Having no body.
unbodied