ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଧନାରୀଶ୍ୱର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଧନାରୀଶ୍ୱର   ବିଶେଷ୍ୟ

ଅର୍ଥ : ତନ୍ତ୍ର ଅନୁସାରେ ଶିବ ଓ ପାର୍ବତୀଙ୍କ ସଂଯୁକ୍ତ ରୂପ

ଉଦାହରଣ : ଅର୍ଧନାରୀଶ୍ୱରଙ୍କ ଡାହାଣପଟେ ଶିବ ତଥା ବାମପଟେ ପାର୍ବତୀଙ୍କ ରୂପ ରହିଛି


ଅନ୍ୟ ଭାଷାରେ ଅନୁବାଦ :

तंत्र के अनुसार शिव और पार्वती का संयुक्त रूप।

अर्धनारीश्वर के दाहिनी ओर शिव तथा बांयी ओर पार्वती का रूप है।
अर्द्ध-नारीश, अर्द्ध-नारीश्वर, अर्द्धनारीश, अर्द्धनारीश्वर, अर्ध-नारीश, अर्ध-नारीश्वर, अर्धनारीश, अर्धनारीश्वर

ଅର୍ଥ : ଆୟୁର୍ବେଦରେ ଏକ ରସାଞ୍ଜନ

ଉଦାହରଣ : ଅର୍ଧନାରୀଶ୍ୱରକୁ ଆଖିରେ ଲଗାଇଲେ ଜ୍ୱର ଚାଲିଯାଏ


ଅନ୍ୟ ଭାଷାରେ ଅନୁବାଦ :

आयुर्वेद में एक रसांजन।

अर्धनारीश्वर को आँख में लगाने से ज्वर उतर जाता है।
अर्द्ध-नारीश, अर्द्ध-नारीश्वर, अर्द्धनारीश, अर्द्धनारीश्वर, अर्ध-नारीश, अर्ध-नारीश्वर, अर्धनारीश, अर्धनारीश्वर