ଅର୍ଥ : ଯେ ରକ୍ତ ଭଳିଆ ଲାଲ ନୁହେଁ
ଉଦାହରଣ :
ରୋଗରୁ ତାଙ୍କ ଶରୀର ଅରକ୍ତ ବର୍ଣ୍ଣର ହୋଇଗଲା
ସମକକ୍ଷ : ଅଲୋହିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ରକ୍ତ ନାହିଁ
ଉଦାହରଣ :
ପ୍ରାଣତ୍ୟାଗ ପରେ ଏହି ଅରକ୍ତ ଶରୀରକୁ ପୋଡି କିମ୍ବା ପୋତି ଦିଆଯାଏ
ସମକକ୍ଷ : ରକ୍ତବିହୀନ, ରକ୍ତଶୂନ୍ୟ, ରକ୍ତହୀନ
ଅନ୍ୟ ଭାଷାରେ ଅନୁବାଦ :
Destitute of blood or apparently so.
The bloodless carcass of my Hector sold.