ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ବେଧ୍ୟ ନୁହେଁ ବା ଯାହାର ଭେଦନ ହୋଇପାରେ ନାହିଁ ବା ସମ୍ଭବ ନୁହେଁ
ଉଦାହରଣ : ପ୍ରାଚୀନକାଳରେ ରାଜାମାନେ ଅଭେଦ୍ୟ ଦୁର୍ଗ ନିର୍ମାଣ କରାଉଥିଲେ
ସମକକ୍ଷ : ଅଛେଦ୍ୟ, ଅବେଧ୍ୟ, ଦୁର୍ଭେଦ୍ୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो वेध्य न हो या जिसका भेदन न हो सके या संभव न हो।
ଅର୍ଥ : ଯେଉଁଥିରେ ବିନ୍ଧ ବା କଣା ହୋଇନାହିଁ
ଉଦାହରଣ : ଏହି ଅଭେଦ୍ୟ ଲକ୍ଷ୍ୟ ଭେଦକରିବା ମୋର ପ୍ରାଥମିକ କର୍ତ୍ତବ୍ୟ
ସମକକ୍ଷ : ଅନବିଦ୍ଧ, ଅବିଦ୍ଧ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो वेधा या छेदा हुआ न हो।
Not pierced.
ସଂସ୍ଥାପନ କରନ୍ତୁ