ଅର୍ଥ : ଅବ୍ୟକ୍ତ ପଦ ବା ଶବ୍ଦର ପାଖାପାଖି ଉଚ୍ଚାରଣ
ଉଦାହରଣ :
ପଶୁ-ପକ୍ଷୀଙ୍କ ସ୍ବରକୁ ମନୁଷ୍ୟ ଦ୍ବାରା କରାଯାଉଥିବା ଅନୁକରଣକୁ ଅବ୍ୟକ୍ତାନୁକରଣ କୁହାଯାଏ
ଅନ୍ୟ ଭାଷାରେ ଅନୁବାଦ :
अव्यक्त पद या शब्द का ऐसा उच्चारण जो उससे मिलता-जुलता हो।
पशु-पक्षियों की बोलियों का मनुष्यों के द्वारा होनेवाला अनुकरण अव्यक्तानुकरण है।