ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବିଶ୍ରାନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବିଶ୍ରାନ୍ତ   କ୍ରିୟା ବିଶେଷଣ

ଅର୍ଥ : ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି

ଉଦାହରଣ : ଦୁଇ ଘଣ୍ଟା ଧରି ଲଗାତାର ବର୍ଷା ହେଉଛି ସଚିନ ଲାଗଲାଗ ଛକା ଲଗେଇଚାଲିଛି

ସମକକ୍ଷ : ଅନବରତ, ଅବିରତ, ଅବିରାମ, ଅହରହ, ଧମାଧମ, ନିରନ୍ତର, ଲଗାତାର, ଲାଗଲାଗ


ଅନ୍ୟ ଭାଷାରେ ଅନୁବାଦ :

बिना विराम के या बिना रुके या बिना क्रम-भंग के।

दो घंटे से लगातार बारिश हो रही है।
सचिन दनादन छक्के लगा रहा है।
अनंतर, अनन्तर, अनवरत, अनिश, अनुक्षण, अविच्छिन्न, अविच्छेद, अविरत, अविरामतः, अविश्रांत, अविश्रान्त, असरार, अहरह, आसंग, आसङ्ग, इकतार, ताबड़तोड़, दनादन, धड़ाधड़, निरंतर, निरन्तर, प्रतिक्षण, बराबर, मुत्तसिल, लगातार, सतत

ଅବିଶ୍ରାନ୍ତ   ବିଶେଷଣ

ଅର୍ଥ : ଯେଉଁଥିରେ ଥକା ହେବନାହିଁ ବା ଥକା ରହିତ

ଉଦାହରଣ : ମୀରା ଅକ୍ଳାନ୍ତ ପରିଶ୍ରମ କରି ତା ଲକ୍ଷ ହାସଲ କଲା ଶ୍ୟାମ ଅକ୍ଳାନ୍ତ ପରିଶ୍ରମୀ ବ୍ୟକ୍ତି

ସମକକ୍ଷ : ଅକ୍ଳାନ୍ତ, କ୍ଳାନ୍ତିହୀନ


ଅନ୍ୟ ଭାଷାରେ ଅନୁବାଦ :

जिसमें थकान न हो या थकान रहित।

मीरा ने अथक परिश्रम कर अपने लक्ष्य को पा लिया।
श्याम अथक परिश्रमी व्यक्ति है।
अथक, अश्रांत, अश्रान्त

Showing sustained enthusiastic action with unflagging vitality.

An indefatigable advocate of equal rights.
A tireless worker.
Unflagging pursuit of excellence.
indefatigable, tireless, unflagging, unwearying

ଅର୍ଥ : ଯିଏ କ୍ଲାନ୍ତ ହୋଇନଥାଏ

ଉଦାହରଣ : କ୍ଲାନ୍ତିହୀନ ତୀର୍ଥଯାତ୍ରୀ ମନ୍ଦିରଆଡ଼କୁ ଜୋରରେ ଆଗେଇ ଚାଲୁଛନ୍ତି

ସମକକ୍ଷ : ଅକ୍ଲାନ୍ତ, କ୍ଲାନ୍ତିହୀନ


ଅନ୍ୟ ଭାଷାରେ ଅନୁବାଦ :

जो थका हुआ न हो।

अनथके तीर्थयात्री मंदिर की ओर तेज़ी से बढ़े जा रहे हैं।
अक्लांत, अक्लान्त, अनथका, अविश्रांत, अविश्रान्त

With unreduced energy.

untired, unwearied, unweary