ଅର୍ଥ : ସମାପ୍ତ ହେବା କ୍ରିୟା ବା ଭାବ
ଉଦାହରଣ :
ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା
ସମକକ୍ଷ : ଅନ୍ତ, ଇତି, ଇତିଶ୍ରୀ, ଉପସଂହାର, ପରିଶେଷ, ସମାପ୍ତି
ଅନ୍ୟ ଭାଷାରେ ଅନୁବାଦ :
समाप्त होने की क्रिया, अवस्था या भाव।
महात्मा गाँधी के मरने के साथ ही एक युग की समाप्ति हो गई।