ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପରାଧ ବିଜ୍ଞାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପରାଧ ବିଜ୍ଞାନ   ବିଶେଷ୍ୟ

ଅର୍ଥ : ଯେଉଁ ବିଜ୍ଞାନରେ ଲୋକେ ଅପରାଧ କାହିଁକି କରନ୍ତି ଓ ସେମାନଙ୍କ ଆପରାଧିକ ପ୍ରବୃତ୍ତି କେଉଁ ଉପାୟରେ ଅନ୍ତ କରାଯାଇପାରେ ସେ ବିଷୟରେ ବିବେଚନା କରାଯାଇଥାଏ

ଉଦାହରଣ : ଶେଖର ଅପରାଧ ବିଜ୍ଞାନ ପଢ଼ୁଛି


ଅନ୍ୟ ଭାଷାରେ ଅନୁବାଦ :

वह विज्ञान जिसमें इस बात का विवेचन होता है कि लोग अपराध क्यों करते हैं और उनकी आपराधिक प्रवृत्ति का किन उपायों से अंत किया जा सकता है।

शेखर अपराधविज्ञान पढ़ता है।
अपराध विज्ञान, अपराध-विज्ञान, अपराधविज्ञान

The scientific study of crime and criminal behavior and law enforcement.

criminology