ଅର୍ଥ : ଯାହାର ସୀମା ନାହିଁ
ଉଦାହରଣ :
ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ
ସମକକ୍ଷ : ଅନନ୍ତ, ଅପରିମେୟ, ଅପରିହିତ, ଅପାର, ଅମାପ, ଅମୀତ, ଅସୀମ, ଅସୀମିତ, ସୀମାହୀନ
ଅନ୍ୟ ଭାଷାରେ ଅନୁବାଦ :
जिसकी सीमा न हो।
संतजी भगवान की असीम लीला का गुणगान कर रहे हैं।ଅର୍ଥ : ଯାହାର ଆଦି ନ ଥାଏ
ଉଦାହରଣ :
ଶାସ୍ତ୍ର ଅନୁସାରେ ଈଶ୍ୱର ଅନାଦି
ସମକକ୍ଷ : ଆଦିହୀନ, ଚିରାଗତ, ପ୍ରାରମ୍ଭହୀନ
ଅନ୍ୟ ଭାଷାରେ ଅନୁବାଦ :