ଅର୍ଥ : ନ ଅଟକି ନିରନ୍ତରଭାବେ ଆଗକୁ ବଢ଼ୁଥିବା ବା ଚାଲୁଥିବା
ଉଦାହରଣ :
ଶ୍ରୀମତୀ ମଲ୍ଲିକ ଅନର୍ଗଳ ଭାଷଣ ଦିଅନ୍ତି
ସମକକ୍ଷ : ଅନବରତ, ଅବିରାମ, ନିରନ୍ତର, ନିରବଚ୍ଛିନ
ଅନ୍ୟ ଭାଷାରେ ଅନୁବାଦ :
धारा के रूप में बिना रुके आगे बढ़ने या चलने वाला।
श्रीमती मल्लिक धारा प्रवाह भाषण देती हैं।