ଅର୍ଥ : ଯେ ସ୍ଥିର ରହିନପାରି ଚଞ୍ଚଳଭାବେ କାମ କରେ ବା ଚଞ୍ଚଳ ଚିତ୍ତ ବାଲା
ଉଦାହରଣ :
ମୋହନ ଜଣେ ଧୈର୍ଯ୍ୟହୀନ ବାଳକ, ସେ ଶାନ୍ତିରେ ଗୋଟିଏ ସ୍ଥାନରେ ବସିପାରେ ନାହିଁ
ସମକକ୍ଷ : ଅଧୈର୍ଯ୍ୟବାନ, ଅନବସ୍ଥିତ, ଚଞ୍ଚଳ, ଚପଳ, ଧୈର୍ଯ୍ୟହୀନ, ବାଳୁଙ୍ଗା
ଅନ୍ୟ ଭାଷାରେ ଅନୁବାଦ :