ଅର୍ଥ : କାହାକୁ ନିଜ ଅଧୀନ କରିବା
ଉଦାହରଣ :
ଇଂରେଜମାନେ ସର୍ବପ୍ରଥମେ ଭାରତର ଛୋଟ ଛୋଟ ରାଜ୍ୟଗୁଡ଼ିକୁ ନିଜର ଅଧୀନ କଲେ
ସମକକ୍ଷ : କରଗତ କରିବା, ବଶକୁ ଆଣିବା
ଅନ୍ୟ ଭାଷାରେ ଅନୁବାଦ :
किसी को अपने वश में करना।
अँग्रेज़ों ने सर्वप्रथम भारत के छोटे-छोटे राज्यों को अपने अधीन किया।