ଅର୍ଥ : ଅଷ୍ଟମୀର ଚନ୍ଦ୍ର ଯାହା ଅଧା ହୋଇଥାଏ
ଉଦାହରଣ :
ବାଳକଟି ଛାତ ଉପରେ ବସି ଅଧାଜହ୍ନକୁ ଦେଖୁଥିଲା
ସମକକ୍ଷ : ଅଧାଜହ୍ନ, ଅର୍ଦ୍ଧଚନ୍ଦ୍ର, ଅଷ୍ଟମୀଚନ୍ଦ୍ର, ଅଷ୍ଟମୀଜହ୍ନ
ଅନ୍ୟ ଭାଷାରେ ଅନୁବାଦ :
अष्टमी का चन्द्रमा जो आधा होता है।
बालक छत पर बैठकर अर्धचन्द्र को निहार रहा था।The natural satellite of the Earth.
The average distance to the Moon is 384,400 kilometers.