ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର ଦାହ ସଂସ୍କାର ଶାସ୍ତ୍ରାନୁସାରେ କରା ହୋଇପାରି ନାହିଁ
ଉଦାହରଣ : କୁହାଯାଏ ଯେ ଅଦାହ୍ୟ ବ୍ୟକ୍ତିମାନଙ୍କର ଆତ୍ମା ଇତସ୍ତତଃ ଘୁରି ବୁଲୁଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसका दाहसंस्कार शास्त्रानुसार न किया जा सके।
ଅର୍ଥ : ନିଆଁ ଯାହାକୁ ଜଳାଇ ବିକୃତ ବା ନଷ୍ଟ କରି ପାରେ ନାହିଁ
ଉଦାହରଣ : ଆତ୍ମା ଅଦାହ୍ୟ
ସମକକ୍ଷ : ଅଜଳା, ଅପୋଡ଼ା
ଅନ୍ୟ ଭାଷାରେ ଅନୁବାଦ :हिन्दी English
आग जिसे जलाकर विकृत या नष्ट न कर सके।
Impervious to damage by fire.
ସଂସ୍ଥାପନ କରନ୍ତୁ