ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଔଷଧ ଓ ମସଲା ରୂପେ ବ୍ୟବହାର କରାଯାଉଥିବା ଯେଉଁ ଛୋଟ ଗଛର କଡ଼ା ଓ ରାଗୁଆ ସ୍ୱାଦଯୁକ୍ତ ମୂଳ ବା ଗଣ୍ଠି
ଉଦାହରଣ : ଅଦା ଦେହପାଇଁ ବହୁତ ଉପକାରୀ
ସମକକ୍ଷ : ଅଦ୍ରକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक प्रकार का पौधा जिसकी तीक्ष्ण और चरपरी जड़ या गाँठ औषध और मसाले के काम आती है।
Perennial plants having thick branching aromatic rhizomes and leafy reedlike stems.
ଅର୍ଥ : ଏକ ପ୍ରକାର ଛୋଟ ଗଛର ତୀକ୍ଷଣ ଏବଂ ରାଗୁଆ ମୂଳ ବା ଗଣ୍ଠି
ଉଦାହରଣ : ଅଦା ଔଷଧ ଏବଂ ମସଲା ରୂପରେ ବ୍ୟବହୃତ ହୁଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार के पौधे की तीक्ष्ण और चरपरी जड़ या गाँठ।
ସଂସ୍ଥାପନ କରନ୍ତୁ