ଅର୍ଥ : କାହାର ରହିବା କିମ୍ବା କାହାକୁ ଦେଖାକରିବା ସ୍ଥାନକୁ ସୂଚିତ କରୁଥିବା ଯେଉଁ କଥା ଦ୍ୱାରା କାହାପାଖରେ ପହଞ୍ଚିହୁଏ ବା କାହାକୁ ପାଇହୁଏ
ଉଦାହରଣ :
ମୁଁ ତାର ଠିକଣା ଖୋଜି ସେଠାରେ ପହଞ୍ଚିଲି
ଅନ୍ୟ ଭାଷାରେ ଅନୁବାଦ :
किसी के रहने या मिलने के स्थान को सूचित करनेवाली वह बात जिससे किसी तक पहुँचा जाए या किसी को पा सकें।
मैं उसका पता ढूँढते हुए वहाँ पहुँचा।The place where a person or organization can be found or communicated with.
address