ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମାଟି ତଳେ ତିଆରି ହୋଇଥିବା କୋଠରୀ
ଉଦାହରଣ : ସେ ତାଙ୍କ ସବୁ ସମ୍ପତ୍ତି ଭୂଇଁତଳ ଘରେ ଲୁଚାଇ ରଖିଛନ୍ତି
ସମକକ୍ଷ : ଗୁହାଘର, ଭୂଇଁତଳ ଘର, ଭୂମିଗୃହ
ଅନ୍ୟ ଭାଷାରେ ଅନୁବାଦ :हिन्दी English
ज़मीन के नीचे बनी हुई कोठरी।
The lowermost portion of a structure partly or wholly below ground level. Often used for storage.
ଅର୍ଥ : ଯେ କୌଣସି ଗୁହା, ଘରଆଦିରେ ଲୁଚିକରି ଥାଏ ବା ବାହରକୁ ଆସେନାହିଁ
ଉଦାହରଣ : କେତେକ ଅପରାଧୀ ପୋଲିସ୍ଠାରୁ ବଞ୍ଚିବାପାଇଁ ମାଟିତଳ ହୋଇଯାନ୍ତି
ସମକକ୍ଷ : ଭୂମିଗତ, ମାଟିତଳ
जो किसी तहखाने, घर आदि में छिपा हुआ हो या जो जन-साधारण के सामने स्व-स्वरूप में न हो।
Under the level of the ground.
ସଂସ୍ଥାପନ କରନ୍ତୁ