ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଣ୍ଟାପଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଣ୍ଟାପଟି   ବିଶେଷ୍ୟ

ଅର୍ଥ : ପାଇଜାମା,ସାଲୱାର ଆଦିରେ ଉପର ଅଂଶରେ ଚାରିଆଡ଼ୁ ତିଆରି ହୋଇଥିବା ଯେଉଁ ଛିଦ୍ରରେ ଡୋର ଭର୍ତ୍ତି କରି ବନ୍ଧାଯାଇଥାଏ

ଉଦାହରଣ : ମହେଶ ପାଇଜାମାର ଅଣ୍ଟାପଟିରେ ଡୋର ଭର୍ତ୍ତି କରୁଛି


ଅନ୍ୟ ଭାଷାରେ ଅନୁବାଦ :

पायजामे,सलवार आदि में ऊपर, चारों ओर बना हुआ वह छेद जिसमें नाड़ा डालकर बाँधा जाता है।

महेश पायजामें के नेफे में डोरी डाल रहा है।
नेफ़ा, नेफा