ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଅଠାଳିଆ ବସ୍ତୁ
ଉଦାହରଣ : ତୁମେ ତ ତାକୁ ଅଠାଳିଆ ବନେଇ ଦେଲ
ସମକକ୍ଷ : ଲାସା, ଲେହି
ଅନ୍ୟ ଭାଷାରେ ଅନୁବାଦ :हिन्दी
कोई लसदार वस्तु।
ଅର୍ଥ : ଅଠାଳିଆ ବସ୍ତୁର ସେହି ଗୁଣ ଯାହା ତାକୁ ଛୁଇଁଲେ ଅନୁଭୁତ ହୁଏ
ଉଦାହରଣ : ଅଠାଳିଆ କାରଣରୁ ସେ ଚକୋଲେଟ ଖାଉନାହିଁ
ସମକକ୍ଷ : ଚିପ୍ଚିପା
किसी लसदार वस्तु का वह गुण जिसकी अनुभूति उसको छूने से होती है।
ଅର୍ଥ : ଯେଉଁଥିରୁ ଅଠା ବାହାରେ
ଉଦାହରଣ : ଏହି ଜଙ୍ଗଲରେ କିଛି ଅଠାଳିଆ ଗଛ ଅଛି
जिसमें से गोंद निकलता हो।
ସଂସ୍ଥାପନ କରନ୍ତୁ