ଅର୍ଥ : କାହା ସହିତ ଜଣାଶୁଣା ନହେବା ଅବସ୍ଥା
ଉଦାହରଣ :
ମୁଁ ରାସ୍ତାରେ ଜଣେ ଅପରିଚିତଙ୍କୁ ଭେଟିଲି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ବ୍ୟକ୍ତି ପରିଚିତ ନୁହେଁ
ଉଦାହରଣ :
ଆମେ ଅପରିଚିତଙ୍କ ସହିତ ବି ଭଲ ବ୍ୟବହାର କରିବା ଉଚିତ
ସମକକ୍ଷ : ଅପରିଚିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ପ୍ରତିଷ୍ଠିତ ନୁହେଁ
ଉଦାହରଣ :
ମୋହନ ଜଣେ ଅପ୍ରତିଷ୍ଠିତ ବ୍ୟକ୍ତି
ସମକକ୍ଷ : ଅପ୍ରତିଷ୍ଠିତ, ପ୍ରତିଷ୍ଠାହୀନ
ଅନ୍ୟ ଭାଷାରେ ଅନୁବାଦ :
जो प्रतिष्ठित न हो।
मोहन एक अप्रतिष्ठित व्यक्ति है।Lacking dignity.
undignifiedଅର୍ଥ : ଯାହା ଜ୍ଞାତ ବା ଜଣା ନୁହେଁ
ଉଦାହରଣ :
ଏହା ମୋ ପାଇଁ ଅଜ୍ଞାତ ବିଷୟ ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
ଅନ୍ୟ ଭାଷାରେ ଅନୁବାଦ :