ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ବେଧ୍ୟ ନୁହେଁ ବା ଯାହାର ଭେଦନ ହୋଇପାରେ ନାହିଁ ବା ସମ୍ଭବ ନୁହେଁ
ଉଦାହରଣ : ପ୍ରାଚୀନକାଳରେ ରାଜାମାନେ ଅଭେଦ୍ୟ ଦୁର୍ଗ ନିର୍ମାଣ କରାଉଥିଲେ
ସମକକ୍ଷ : ଅବେଧ୍ୟ, ଅଭେଦ୍ୟ, ଦୁର୍ଭେଦ୍ୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो वेध्य न हो या जिसका भेदन न हो सके या संभव न हो।
ସଂସ୍ଥାପନ କରନ୍ତୁ