ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଚା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଚା   ବିଶେଷ୍ୟ

ଅର୍ଥ : ଏକ ଦିନରେ ହଳେ ବଳଦଦ୍ୱାରା ଯେତିକି ଭୂମି ହଳ ହୋଇପାରେ

ଉଦାହରଣ : ହଳୁଆ ଅଚାକୁ ହଳ କରିସାରିବା ପରେ ହଳ ବଳଦ ନେଇ ଘରକୁ ଆସିଲା


ଅନ୍ୟ ଭାଷାରେ ଅନୁବାଦ :

उतनी भूमि जितनी एक दिन में एक जोड़ी बैल द्वारा जोती जा सके।

हलवाहा जोतार को जोतने के बाद हल-बैल लेकर घर आ गया।
जुआरा, जोतार