ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍ଗଛେଦନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍ଗଛେଦନ   ବିଶେଷ୍ୟ

ଅର୍ଥ : କୌଣସି ଅଙ୍ଗ ଆଦିକୁ କାଟି ଅଲଗା କରିବାର କ୍ରିୟା

ଉଦାହରଣ : ଏକଥା ଶୁଣିବାକୁ ମିଳେ ଯେ ଶାହାଜାହାନ ତାଜମହଲ ନିର୍ମାଣ ସରିବା ପରେ ଏହାର କାରିଗରମାନଙ୍କ ଅଙ୍ଗଛେଦନ କରାଇଦେଇଥିଲେ


ଅନ୍ୟ ଭାଷାରେ ଅନୁବାଦ :

किसी अंग आदि को काटकर अलग करने की क्रिया।

ऐसा सुनने में आता है कि शाहजहाँ ने ताजमहल बनानेवाले कारीगरों का ताजमहल बनने के बाद अंगच्छेदन करा दिया था।
अंगच्छेदन

ଅର୍ଥ : ଶରୀରର କୌଣସି ଅଙ୍ଗ ବା ଅବୟବ କାଟି ବାହାର କରିଦେବା ବା ଅଲଗା କରିବା କ୍ରିୟା

ଉଦାହରଣ : କର୍କଟ ରୋଗ କାରଣରୁ ତାକୁ ନିଜ ଗୋଡ଼ର ଅଙ୍ଗଛେଦନ କରିବାକୁ ପଡ଼ିଲା


ଅନ୍ୟ ଭାଷାରେ ଅନୁବାଦ :

शरीर का कोई अंग या अवयव काटकर निकालने या अलग करने की क्रिया।

कैंसर के कारण उसे अपने पैर का अंगछेदन कराना पड़ा।
अंगच्छेद, अंगछेद, अंगछेदन, अंगविच्छेद, अंगविच्छेदन

A surgical removal of all or part of a limb.

amputation