ଅର୍ଥ : ବୀଜରୁ ବାହାରିଥିବା ଯେଉଁ କୋମଳ କାଣ୍ଡରୁ ନୂଆ ପତ୍ର ବାହାରେ
ଉଦାହରଣ :
କ୍ଷେତରେ ଗହମର ଅଙ୍କୁର ବାହାରୁଛି
ସମକକ୍ଷ : ଅଙ୍କୁରିତ ହେବା, ଗଜା ବାହାରିବା, ଗଜେଇବା
ଅନ୍ୟ ଭାଷାରେ ଅନୁବାଦ :
बीज में से छोटा कोमल डंठल निकलना जिसमें से नये पत्ते निकलते हैं।
खेतों में गेहूँ के अंकुर निकल रहे हैं।