ଅର୍ଥ : ମୁଁହରୁ ନିଆଁ ବାହାର କରୁଥିବା ଭୂତ
ଉଦାହରଣ :
ଲୋକକଥାରେ ବର୍ଣ୍ଣିତ ଉଲ୍କାମୁଁହାଭୂତ ଯିବା ସମୟରେ ତା ମୁଁହରୁ ନିଆଁ ବାହାର କରେ
ସମକକ୍ଷ : ଅଗ୍ନିମୁଖଭୂତ, ଉଲ୍କାମୁଁହାଭୂତ
ଅନ୍ୟ ଭାଷାରେ ଅନୁବାଦ :
मुँह से आग फेंकनेवाला भूत।
कथाओं में वर्णित अगियावैताल चलते समय अपने मुख से आग उत्पन्न करते हैं।