ଅର୍ଥ : ପୁରାଣରେ ବର୍ଣ୍ଣିତ ଅଗ୍ନିଦେବଙ୍କ ସପ୍ତ ଜିହ୍ୱା
ଉଦାହରଣ :
କାଳୀ, କରାଳୀ, ମନୋଜବା, ଲୋହିତା, ଧୂମ୍ରପର୍ଣ୍ଣା, ସ୍ଫୁଲିଙ୍ଗିନୀ ଏବଂ ବିଶ୍ୱରୂପୀ ଏହି ସାତଟି ଅଗ୍ନିଜିହ୍ୱା
ସମକକ୍ଷ : ଅଗ୍ନି-ଜିହ୍ୱା
ଅନ୍ୟ ଭାଷାରେ ଅନୁବାଦ :
पुराणों में वर्णित अग्निदेव की जिह्वा जो सात मानी गई हैं।
काली ,कराली ,मनोजवा, लोहिता, धूम्रपर्णा, स्फुलिंगिनी और विश्वरूपी ये सात अग्नि-जिह्वाएँ हैं।