ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗ୍ନାଶୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗ୍ନାଶୟ   ବିଶେଷ୍ୟ

ଅର୍ଥ : ଶରୀରରେ ମିଳୁଥିବା ଏକ ଲମ୍ବାଗ୍ରନ୍ଥି ଯାହା ଆମାଶୟର ପଛରେ ଅବସ୍ଥିତ ଏବଂ ଯେଉଁଥିରୁ ପାଚକ ରସ ତଥା ଇନସୁଲିନ୍‌ ବାହାରିଥାଏ

ଉଦାହରଣ : ଅଗ୍ନାଶୟରୁ ବାହାରୁଥିବା ପାଚକରସ ହଜମ କ୍ରିୟାରେ ସହାୟକ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

शरीर में पायी जानी वाली एक लम्बी एवं गुच्छित ग्रंथि जो आमाशय के पीछे आड़े या अनुप्रस्थ रूप में स्थित होती है तथा जिससे पाचक रस तथा इंसुलीन निकलता है।

अग्न्याशय द्वारा निकला पाचक रस पाचन में सहायक होता है।
अग्नाशय, अग्निद, अग्न्याशय, क्लोमग्रन्थि, पैनक्रियाज, पैनक्रियाज़

A large elongated exocrine gland located behind the stomach. Secretes pancreatic juice and insulin.

pancreas

ଅର୍ଥ : ଆମାଶୟର ପଛରେ ବା ଅନୁପ୍ରସ୍ଥ ରୂପରେ ସ୍ଥିତ ଏକ ବଡ଼,ଲମ୍ବା ଏବଂ ଗୁଚ୍ଛିତ ଗ୍ରନ୍ଥି

ଉଦାହରଣ : ଅଗ୍ନାଶୟରୁ ପାଚକ ରସ କ୍ଷରଣ ହୁଏ