ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକ୍ଷତ ନିମନ୍ତ୍ରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଶୁଭକାର୍ଯ୍ୟରେ ବ୍ରାହ୍ମଣଙ୍କୁ ଦିଆଯାଉଥିବା ନିମନ୍ତ୍ରଣ ଯେଉଁଥିରେ ପ୍ରାୟତଃ ଅକ୍ଷତର ଟୀକା ଲଗାଯାଇଥାଏ

ଉଦାହରଣ : ବାପା ଅକ୍ଷତ ନିମନ୍ତ୍ରଣ କରିବାକୁ ପୁରୋହିତଙ୍କ ଘରକୁ ଯାଇଥିଲେ


ଅନ୍ୟ ଭାଷାରେ ଅନୁବାଦ :

शुभ अवसरों पर ब्राह्मणों को दिया जानेवाला निमंत्रण जिसमें प्रायः आखत से उन्हें तिलक लगाया जाता है।

पिताजी आखत के लिए पंडितजी के घर गए थे।
आखत