అర్థం : ବାରମ୍ବାର ଆଗପଛ, ତଳଉପର ବା ଏପାଖ ସେପାଖ ହେବା
							ఉదాహరణ : 
							ସବୁଜଫସଲ ପବନରେ ଦୋଳି ଖେଳୁଛି
							
పర్యాయపదాలు : ଦୋଳି ଖେଳିବା, ଲହରୀ ଭାଙ୍ଗିବା, ଲହରୀଖେଳିବା
ఇతర భాషల్లోకి అనువాదం :
बार-बार आगे-पीछे, ऊपर-नीचे या इधर-उधर होना।
हरी-भरी फसलें हवा में लहरा रही हैं।To extend, wave or float outward, as if in the wind.
Their manes streamed like stiff black pennants in the wind.అర్థం : ନିଶାରେ ମୁଣ୍ଡ ଓ ଦେହକୁ ଆଗପଛ ଓ ଏପାଖ ସେପାଖ କରି ହଲେଇବା
							ఉదాహరణ : 
							ପିଲାଏ ମସ୍ତିରେ ଝୁଲୁଥିଲେମଦୁଆ ଲୋକ ମଦ ନିଶାରେ ଝୁଲୁଛି
							
పర్యాయపదాలు : ଝୁଲିବା
ఇతర భాషల్లోకి అనువాదం :
అర్థం : ନିଜ ଜାଗାରୁ ଅଳ୍ପ ଆଗକୁ ବଢ଼ିବା ବା ଏପାଖ ସେପାଖ ହେବା
							ఉదాహరణ : 
							କହିବାପରେ ମଧ୍ୟ ସେ ନିଜ ଜାଗାରୁ ହଲିଲା ନାହିଁ
							
పర్యాయపదాలు : ହଟିବା
ఇతర భాషల్లోకి అనువాదం :
అర్థం : ନିଜ ସ୍ଥାନରୁ ଏପଟ ସେପଟ ହେବା
							ఉదాహరణ : 
							ପବନରେ ଗଛର ପତ୍ରଗୁଡ଼ିକ ହଲୁଛି
							
పర్యాయపదాలు : ଦୋହଲିବ
ఇతర భాషల్లోకి అనువాదం :
अपने स्थान पर कुछ इधर-उधर होना।
हवा में पत्ते हिल रहे हैं।