అర్థం : ସହମତ ହେବା
							ఉదాహరణ : 
							ମୁଁ ଆପଣଙ୍କ କଥା ମାନୁଛି
							
పర్యాయపదాలు : ମାନିବା, ରାଜି ହେବା, ସମ୍ମତ ହେବା
ఇతర భాషల్లోకి అనువాదం :
सहमत होना।
मैं आपकी बात मानता हूँ।అర్థం : ପରୀକ୍ଷା ବା ପ୍ରମାଣପାଇଁ ସ୍ୱୀକାର କରିବା
							ఉదాహరణ : 
							ନ୍ୟାୟାଳୟ ଆପଣଙ୍କ ମିଥ୍ୟା ତର୍କକୁ ସ୍ୱୀକାର କରିବନାହିଁ
							
పర్యాయపదాలు : ଗ୍ରହଣ କରିବା, ମାନିନେବା
ఇతర భాషల్లోకి అనువాదం :
* परीक्षण या प्रमाण के लिए स्वीकार करना।
न्यायालय आपके झूठे तर्कों को नहीं स्वीकारेगा।అర్థం : କୌଣସି ପଦ ଆଦି ପୂରଣ କରିବା ବା ଭୂମିକା ଆଦି ନେବା
							ఉదాహరణ : 
							ପାରସ୍ପରିକ ବିଚାର ବିମର୍ଷ ପରେ ସୁରେଶ ଅଧ୍ୟକ୍ଷ ପଦ ଗ୍ରହଣ କଲା
							
పర్యాయపదాలు : ଗ୍ରହଣ କରିବା, ନେବା
ఇతర భాషల్లోకి అనువాదం :
* किसी पद, भूमिका आदि को स्वीकार लेना।
आपसी विचार-विमर्श के बाद सुरेश ने अध्यक्ष के पद को अपनाया।