అర్థం : କିଛିଦିନ ପାଇଁ ସ୍ଥାୟୀ ହେବା ବା କାମଦେବା
							ఉదాహరణ : 
							ଶାଗୁଆନ୍ କାଠରେ ତିଆରି ସାଜସଜ୍ଜାର ବସ୍ତୁଗୁଡ଼ିକ ସ୍ଥାୟୀ ହୋଇଥାଏ
							
ఇతర భాషల్లోకి అనువాదం :
Existing for a long time.
Hopes for a durable peace.అర్థం : ଯାହା ବହୁତ ଦିନ ଧରି ଚାଲେ
							ఉదాహరణ : 
							ଭାଈଙ୍କୁ ବ୍ୟାଙ୍କ୍ରେ ସ୍ଥାୟୀ ଚାକିରୀ ମିଳିଗଲା
							
ఇతర భాషల్లోకి అనువాదం :
అర్థం : ସର୍ବଦା ରହିବା ବା କାମ କରିବା ବା ସବୁବେଳେ ଉପସ୍ଥିତି ରହିବା ବ୍ୟକ୍ତି
							ఉదాహరణ : 
							ସଂସାରରେ କୌଣସି ବସ୍ତୁ ସ୍ଥାୟୀ ନୁହେଁ
							
పర్యాయపదాలు : ଦୀର୍ଘସ୍ଥାୟୀ
ఇతర భాషల్లోకి అనువాదం :