అర్థం : ଯେଉଁ ପ୍ରାକୃତିକ ଦୃଶ୍ୟର ସଂସାରରେ ଗଛଲତା, ପଶୁପକ୍ଷୀ ଓ ପୃଥିବୀର ଦୃଶ୍ୟ ଆଦି ସାମିଲ
							ఉదాహరణ : 
							ପ୍ରକୃତି ତାର ମୂଳରୂପକୁ ଧରି ରଖିବାପାଇଁ ଉଚିତ ପଦକ୍ଷେପ ନିଆଯିବା ଉଚିତ
							
ఇతర భాషల్లోకి అనువాదం :
The natural physical world including plants and animals and landscapes etc..
They tried to preserve nature as they found it.అర్థం : ଆମେ ପ୍ରାଣୀମାନେ ରହୁଥିବା ଜଗତ
							ఉదాహరణ : 
							ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ
							
పర్యాయపదాలు : ଅଧିଲୋକ, ଇହଲୋକ, ଜଗତ, ଜୀବଲୋକ, ଦୁନିଆ, ଦୁନିଆଁ, ପୃଥିବୀଲୋକ, ପୃଥ୍ୱୀଲୋକ, ବିଶ୍ୱ, ଭୁବନ, ଭୂଲୋକ, ମନୁଷ୍ୟଲୋକ, ମରଲୋକ, ମର୍ତ୍ତ୍ୟଲୋକ, ମୃତ୍ୟୁଲୋକ, ସଂସାର
ఇతర భాషల్లోకి అనువాదం :
वह लोक जिसमें हम प्राणी रहते हैं।
संसार में जो भी पैदा हुआ है, उसे मरना है।అర్థం : ଅନନ୍ତ ଲୋକ ଅର୍ଥାତ ତାରା, ଗ୍ରହ, ନକ୍ଷତ୍ରଆଦି ଯୁକ୍ତ ସଂପୂର୍ଣ୍ଣ ବିଶ୍ୱ
							ఉదాహరణ : 
							ବ୍ରହ୍ମାଣ୍ଡ ରହସ୍ୟରେ ଭରି ଯାଇଛି
							
పర్యాయపదాలు : ଅଖିଳ ବିଶ୍ୱ, ବ୍ରହ୍ମାଣ୍ଡ
ఇతర భాషల్లోకి అనువాదం :