అర్థం : କୌଣସି କାର୍ଯ୍ୟ ପୂର୍ଣ୍ଣ ହେବା
							ఉదాహరణ : 
							ଝିଅର ବାହାଘର ଭଲରେ ଶେଷ ହେଲା
							
పర్యాయపదాలు : ସମାପ୍ତ ହେବା, ସରିଯିବା
ఇతర భాషల్లోకి అనువాదం :
किसी कार्य आदि का पूर्ण होना।
लड़की की शादी अच्छे से निपट गई।అర్థం : ଶେଷ ହେବା
							ఉదాహరణ : 
							ଏହି ସଂସ୍ଥାରେ ଆପଣଙ୍କ ସଦସ୍ୟତା ଶେଷ ହେଲା
							
పర్యాయపదాలు : ସମାପ୍ତ ହେବା
ఇతర భాషల్లోకి అనువాదం :
* निकल जाने देना।
इस संस्था से आपकी सदस्यता समाप्त हुई।