అర్థం : ଶୁଣିବା କ୍ରିୟା ବା କାମ
							ఉదాహరణ : 
							କାନ ରହିଛି ଭଲ କଥା ଶ୍ରବଣ ପାଇଁ
							
ఇతర భాషల్లోకి అనువాదం :
అర్థం : କୌଣସି ପ୍ରକାରର ଅଭିଯୋଗ ବା ନିବେଦନ ଆଦିର ଶୁଣାଣି ହେବାର କ୍ରିୟା
							ఉదాహరణ : 
							ସେ ଚିତ୍କାରକରି ପୁଲିସକୁ ଫଇସଲା ଶୁଣାଇବା ପାଇଁ ବ୍ୟସ୍ତ କରିଦେଲା  କେଉଁଠି ହେଉ ବା ନହେଉ ଭଗବାନଙ୍କ ଦରବାରରେ ନିଶ୍ଚୟ ଫଇସଲା ଶୁଣାଣି ହେବ
							
పర్యాయపదాలు : ଫଇସଲା ଶୁଣାଇବା, ଫଇସଲା ଶୁଣାଣି, ଶ୍ରବଣ
ఇతర భాషల్లోకి అనువాదం :
किसी तरह की शिकायत या फरियाद आदि के सुने जाने की क्रिया।
उसने चिल्ला-चिल्लाकर पुलिस को सुनवाई के लिए मज़बूर कर दिया।అర్థం : କାହାର କଥା ବା ପ୍ରାର୍ଥନା ଉପରେ ଧ୍ୟାନ ଦେବା
							ఉదాహరణ : 
							ରାଜା ଫେରାଦି ଲୋକଙ୍କର ଗୋଟିଏବି କଥା ଶୁଣିଲେ ନାହିଁ
							
ఇతర భాషల్లోకి అనువాదం :
అర్థం : ବିଚାର ପାଇଁ ଦୁଇ ପକ୍ଷର କଥାକୁ ନିଜ ସମ୍ମୁଖରେ ରଖିବା
							ఉదాహరణ : 
							ନ୍ୟାୟଧୀଶ ଅଭିଯୋଗକାରୀ ଓ ଅଭିଯୁକ୍ତ ଦୁହିଁଙ୍କ କଥା ଶୁଣିଲେ
							
ఇతర భాషల్లోకి అనువాదం :
विचार के लिए दोनों पक्षों की बातें अपने सामने आने देना।
न्यायाधीश ने अभियोगी और अभियुक्त दोनों की बातें सुनी।అర్థం : ନିଜର ନିନ୍ଦାକଥା ବା ଗାଳି ଶ୍ରବଣ କରିବା
							ఉదాహరణ : 
							ଆଜି ସକାଳୁ ସକାଳୁ ମୁଁ ମୋ ଶାଶୁଙ୍କଠାରୁ ବହୁତ ଶୁଣିଲି
							
ఇతర భాషల్లోకి అనువాదం :
అర్థం : କୁହାଯାଉଥିବା କଥା ବା ଶବ୍ଦ କାନରେ ଶୁଣି ଜ୍ଞାନ ପ୍ରାପ୍ତକରିବା
							ఉదాహరణ : 
							ସେ ସତ୍ୟନାରାୟଣ ଭଗବାନଙ୍କ କଥା ଶୁଣୁଛି
							
పర్యాయపదాలు : ଶ୍ରବଣ କରିବା
ఇతర భాషల్లోకి అనువాదం :
कही हुई बात या शब्द का कानों से ज्ञान प्राप्त करना।
वह सत्यनारायण भगवान की कथा सुन रहा है।Perceive (sound) via the auditory sense.
hear